ପରଲୋକରେ କୁଲ୍‌ଦୀପ ନାୟାର

ନୂଆଦିଲ୍ଲୀ : ବିଶିଷ୍ଟ ସାମ୍ବାଦିକ, ମାନବାଧିକାର କର୍ମୀ ତଥା ସ୍ତମ୍ଭକାର କୁଲଦୀପ ନାୟାରଙ୍କର ଗତକାଲି ପରଲୋକ ଘଟିଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ନିମୋନିଆରେ ପୀଡ଼ିତ ଥିବା ନାୟାର ୫ ଦିନ ହେବ ଦିଲ୍ଲୀ ସ୍ଥିତ ଏସକର୍ଟସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ବୁଧବାର ରାତି ୧୨ଟା ୩୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ନାୟାରଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ଦକ୍ଷିଣ ଦିଲ୍ଲୀସ୍ଥିତ ଲୋଧି ଶ୍ମଶାନରେ … Continue reading ପରଲୋକରେ କୁଲ୍‌ଦୀପ ନାୟାର